ଆମେରିକୀୟ ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ଆଉ ଗର୍ଭନଷ୍ଟ କରିପାରିବେନି ମହିଳା

Friday, 24 Jun, 9.04 pm

ୱାଶିଂଟନ: ଆମେରିକୀୟ ସୁପ୍ରିମକୋର୍ଟଙ୍କ ବଡ ରାୟ । ଏବେ ଆଉ ଗର୍ଭ ନଷ୍ଟ କରିପାରିବେନି ମହିଳା । ଶୁକ୍ରବାର ବଡ ଫୈସଲା ଶୁଣାଇବା ସହ ଗର୍ଭନଷ୍ଟ ଅଧିକାରକୁ ରଦ୍ଦ ଘୋଷଣା କରିଛନ୍ତି କୋର୍ଟ । ଏହି ଆଇନ ଆଧାରରେ ଆମେରିକୀୟ ମହିଳାମାନଙ୍କ ପାଖରେ ଗର୍ଭନଷ୍ଟ କରିବା ବା ନକରିବା ପାଇଁ ନିଜେ ନିଷ୍ପତ୍ତି ନେବାର ଅଧିକାର ଥିଲା ।