ଆଫଗାନିସ୍ତାନରେ ଭୂକମ୍ପ, ପ୍ରାୟ ୧୦୦୦ ଜଣଙ୍କ ମୃତ୍ୟୁ

Wednesday, 22 Jun, 4.32 pm

କାବୁଲ: ଆଜି ସକାଳେ ଆଫଗାନିସ୍ତାନରେ ଭୟାବହ ଭୂମିକମ୍ପ ହୋଇଛି । ଭୂମିକମ୍ପରେ ସାରା ଆଫଗାନିସ୍ତାନ ଧ୍ବସ୍ତବିଧ୍ବସ୍ତ ହୋଯାଇଛି । ଏଥିରେ ପ୍ରାୟ ୧୦୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ସୂଚନା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ମପାଯାଇଛି । ସେହିପରି ପାକିସ୍ତାନରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି ।