ବିବାହ ବନ୍ଧନରେ ବାନ୍ଧି ହେଲେ ବେବି ଡଲ୍, ଭାଇରାଲ୍ ହେଲା ଫଟୋ

Saturday, 21 May, 1.17 pm

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ବେବି ଡଲ୍ । ବଲିଉଡର ସୁନ୍ଦରୀ ଗାୟିକା କନିକା କପୁରଙ୍କ ବାହାଘର ସରିଛି । ବିଜନେସ ମ୍ୟାନ ଗୌତମଙ୍କ ହାତ ଧରିଛନ୍ତି କନିକା । ଗତ ଶୁକ୍ରବାର ଲଣ୍ଡନରେ ହିନ୍ଦୁ ରୀତିନୀତି ଅନୁସାରେ ବାହା ହୋଇଛନ୍ତି କନିକା । ବାହାଘର ବେଳର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଗତ କିଛି ଦିନ ହେବ ପରିବାର ସହ କନିକା ଲଣ୍ଡନରେ ହିଁ ଅଛନ୍ତି ।