କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଭାବନୀୟ ଦୃଶ୍ୟ, ଅର୍ଦ୍ଧନଗ୍ନ ହୋଇ ବିକ୍ଷୋଭ କଲେ ଯୁବତୀ

Saturday, 21 May, 12.41 pm

କାନ୍ସ: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦେଖିବାକୁ ମିଳିଲା ଲୋମ ଟାଙ୍କୁରି ଉଠିଲା ଭଳି ଚିତ୍ର । ରେର୍ଡ କାର୍ପେଟରେ ଦେଖାଦେଲେ ଜଣେ ଅର୍ଦ୍ଧନଗ୍ନ ଯୁବତୀ । ଆଉ ଦେଲେ ଦୁଷ୍କର୍ମ ବିରୋଧରେ ନାରା । ଏହି ବିଷୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯୁବତୀ ଜଣଙ୍କ ଅର୍ଦ୍ଧନଗ୍ନ ଅବସ୍ଥାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେ ଯୁକ୍ରେନର ବୋଲି ଜଣାପଡ଼ିଛି ।