ମେଡିକାଲ ସିଟ୍‌ ଦେବା ନାଁରେ ୩୦ ଲକ୍ଷ ଠକେଇ, ବନ୍ଧା ହେଲେ ଠକ

Saturday, 21 May, 12.49 pm

ଭୁବନେଶ୍ୱର: ମେଡିକାଲ କଲେଜରେ ସିଟ୍‌ ଦେବା ନାଁରେ ଠକେଇ । ଦୁଇଜଣ ଠକଙ୍କୁ ଗିରଫ କଲା ଇନଫୋସିଟି ପୋଲିସ । ଦୁଇ ଠକ ହେଉଛନ୍ତି କଲିକତାର ଅମିତ ବାନାର୍ଜୀ ଓ ବିହାରର ବିକାଶ କୁମାର । ମେ 5 ରେ ପଲ୍ଲବୀ ସାହା ନାମକ ଯୁବତୀ ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ତଦନ୍ତ କରିଥିଲା ପୋଲିସ ।