ଓଲା-ଉବେରକୁ ସରକାରଙ୍କ ଚେତାବନୀ

Saturday, 21 May, 12.25 pm

ନୂଆଦିଲ୍ଲୀ: ଓଲା-ଉବେରକୁ ନେଇ କଠୋର ହେଲେ ସରକାର । କ୍ୟାବ୍ ବୁକ୍ କରୁଥିବା ଗ୍ରାହକଙ୍କ ଅଭିଯୋଗକୁ ନେଇ ସରକାର ୨ କମ୍ପାନୀକୁ ନୋଟିସ୍ ଜାରି କରିଛନ୍ତି । ୧୫ ଦିନ ମଧ୍ୟରେ ଜବାବ ରଖିବାକୁ କୁହାଯାଇଛି । ଅଭିଯୋଗ ଅନୁସାରେ, କ୍ୟାବ୍ ବୁକ୍ କରୁଥିବା ଅଧିକାଂଶ ଗ୍ରାହକଙ୍କୁ ଡ୍ରାଇଭର ଖରାପ ବ୍ୟବହାର କରୁଛନ୍ତି ।