ପୂର୍ବତନ ASI ଅଧିକାରୀଙ୍କ ବଡ଼ ଦାବି, ସୂର୍ଯ୍ୟଙ୍କ ସ୍ଥିତି ଅଧ୍ୟୟନ ପାଇଁ ନିର୍ମାଣ ହୋଇଥିଲା କୁତବ ମିନାର

Saturday, 21 May, 11.49 am

ନୂଆଦିଲ୍ଲୀ: ମହାରାଷ୍ଟ୍ରସ୍ଥିତ ଔରଙ୍ଗଜେବ ସ୍ତମ୍ଭକୁ ନେଇ ଦେଶ ବ୍ୟାପୀ ବିବାଦ ଥମି ନଥିବା ବେଳେ, ଏବେ କୁତବ ମିନାରକୁ ନେଇ ଆରମ୍ଭ ହୋଇଛି ନୂଆ ବିବାଦ । କୁତବ ମିନାରକୁ ମୋଗଲ ସମ୍ରାଟ କୁତବୁଦ୍ଦିନ ନିର୍ମାଣ କରିନଥିଲେ ବରଂ ଏହି ନିର୍ମାଣ ପଞ୍ଚମ ଶତାବ୍ଦୀରେ ସମ୍ରାଟ ବିକ୍ରମାଦିତ୍ୟ କରିଥିଲେ ବୋଲି କହିଛନ୍ତି ଏଏସଆଇର ପୂର୍ବତନ ବରିଷ୍ଠ ପଦାଧିକାରୀ ।