ନୂଆଦିଲ୍ଲୀ: ମହାରାଷ୍ଟ୍ରସ୍ଥିତ ଔରଙ୍ଗଜେବ ସ୍ତମ୍ଭକୁ ନେଇ ଦେଶ ବ୍ୟାପୀ ବିବାଦ ଥମି ନଥିବା ବେଳେ, ଏବେ କୁତବ ମିନାରକୁ ନେଇ ଆରମ୍ଭ ହୋଇଛି ନୂଆ ବିବାଦ । କୁତବ ମିନାରକୁ ମୋଗଲ ସମ୍ରାଟ କୁତବୁଦ୍ଦିନ ନିର୍ମାଣ କରିନଥିଲେ ବରଂ ଏହି ନିର୍ମାଣ ପଞ୍ଚମ ଶତାବ୍ଦୀରେ ସମ୍ରାଟ ବିକ୍ରମାଦିତ୍ୟ କରିଥିଲେ ବୋଲି କହିଛନ୍ତି ଏଏସଆଇର ପୂର୍ବତନ ବରିଷ୍ଠ ପଦାଧିକାରୀ ।