'ରାଜ୍ୟରେ ନାହିଁ ମଙ୍କିପକ୍ସର କୌଣସି ଲକ୍ଷଣ'

Saturday, 21 May, 1.41 pm

ଭୁବନେଶ୍ୱର: ମଙ୍କିପକ୍ସ ରୋଗ ସମ୍ପର୍କରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଏହି ରୋଗର କିଛି ବି ଲକ୍ଷଣ ରାଜ୍ୟରେ ଦେଖିବାକୁ ମିଳିନି । ଏହା ଏବେ ଆମେରିକାରେ ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ଏନସିପିସି ତରଫରୁ ରାଜ୍ୟକୁ କୌଣସି ଚିଠି ଆସିନାହିଁ ବୋଲି କହିଛନ୍ତି ସ୍ୱାାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।