ଟ୍ବିଟର୍ ଆଣିଲା ଏଡିଟ୍ ଅପସନ: ଭୁଲ ପୋଷ୍ଟ ଡିଲିଟ୍ କରିବାକୁ ପଡ଼ିବନି

Thursday, 23 Jun, 6.31 pm

ନୂଆଦିଲ୍ଲୀ: ଫେସବୁକ ଓ ଅନ୍ୟ ସୋସିଆଲ ସାଇଟ୍ ପରି ଟ୍ବିଟରରେ ଏଡିଟ୍ ଅପସନ ନଥିଲା । ଯଦି କୌଣସି ପୋଷ୍ଟରେ କିଛି ଭୁଲ ରହି ଯାଉଥିଲା, ୟୁଜର୍ସଙ୍କୁ ପାଖରେ ଉକ୍ତ ପୋଷ୍ଟ ଏଡିଟ୍ କରିବାର କୌଣସି ବିକଳ୍ପ ନଥିଲା । ଫଳରେ ୟୁଜର୍ସ ବାଧ୍ୟ ହୋଇ ପୋଷ୍ଟକୁ ଡିଲିଟ୍ କରି ନୂଆ ପୋଷ୍ଟ କରୁଥିଲେ । ଏମିତି ସମସ୍ୟାର ସମାଧାନ ପାଇଁ ଟ୍ବିଟରରେ ଏଡିଟ ଅପସନ ରଖିବାକୁ ବହୁଦିନ ହେଲା ଦାବି ହୋଇ ଆସୁଥିଲା ।