ଥମୁନି ଆସାମ ଜଳ ବିପତ୍ତି, ସ୍ଥିତି ସଙ୍ଗୀନ

Saturday, 25 Jun, 10.49 pm

ଗୌହାଟୀ: ଥମୁନି ଆସାମ ଜଳ ବିପତ୍ତି । ଭୟଙ୍କର ବନ୍ୟା, ଭୂସ୍ଖଳନ ଯୋଗୁ ସ୍ଥିତି ସଙ୍ଗୀନ ହୋଇଛି । ଚାରିଆଡେ ପାଣି ଆଉ ପାଣି । ବନ୍ୟାପାଣି ଘେରରେ ରହିଛନ୍ତି ୪୫ଲକ୍ଷରୁ ଉର୍ଦ୍ଧ୍ବ ଲୋକ । ଚଳିତବର୍ଷ ବନ୍ୟା ଓ ଭୂସ୍ଖଳନରେ ଶହେରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି । ଲଗାତାର ବର୍ଷା ଜାରି ରହିଥିବାରୁ ସ୍ଥିତି ସୁଧୁରିବା ନାଁ ଧରୁନି ।