ଦିନକରେ ଆଇସିୟୁରେ ୧୫% ଓ ଅକ୍ସିଜେନ ବେଡ୍‌ରେ ରୋଗୀଙ୍କ ସଂଖ୍ୟା ୨୦% ବଢ଼ିଲା

Wednesday, 19 Jan, 3.25 pm

ଥିରୁଅନନ୍ତପୁରମ: ମହାମାରୀ କରୋନାର ଓମିକ୍ରନ ଭାରିଏଣ୍ଟ ସେତେ ଘାତକ ନୁହେଁ ବୋଲି ଅନେକ କହୁଛନ୍ତି। ଏଥିଯୋଗୁ ସଂକ୍ରମଣ ବଢ଼ୁଥିଲେ ମଧ୍ୟ ହସ୍ପିଟାଲରେ ଆକ୍ରାନ୍ତଙ୍କୁ ଭର୍ତ୍ତି ହେବାକୁ ପଡ଼ୁନି। କିନ୍ତୁ କେରଳରୁ ଆସିଥିବା ତଥ୍ୟ କିଛି ଅଲଗା ଟ୍ରେଣ୍ଡର ସଙ୍କେତ ଦେଇଛି।

ଦିନକ ମଧ୍ୟରେ ଆଇସିୟୁରେ ରୋଗୀଙ୍କ ସଂଖ୍ୟା ୧୫% ବଢ଼ିଛି।