ନୂଆଦିଲ୍ଲୀ: କାଙ୍ଗାଳ ହୋଇଗଲାଣି ଶ୍ରୀଲଙ୍କା। ଦିନକୁ ଦିନ ବିଗିଡିଗଲାଣି ସିଂହଳୀ ଦେଶର ଆର୍ଥିକ ସ୍ଥିତି। ଦେବାଳିଆ ସ୍ଥିତିରେ ଏବେ ଶ୍ରୀଲଙ୍କା। ଏଠାରେ ଦରଦାମ୍ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବାରେ ସରକାର ମଧ୍ୟ ବିଫଳ। ଏଭଳି ସ୍ଥିତିରେ ଏଥିରୁ ବଞ୍ଚିବା ପାଇଁ ଏବେ କେବଳ ସୁନା ଭରସାରେ ଶ୍ରୀଲଙ୍କା।
ସୁନା ବିକ୍ରି କରିବା ଆରମ୍ଭ କରିଛି ଶ୍ରୀଲଙ୍କା।